ରକ୍ତ ଦାନ ଶିବିର
12-May-2025, Monday
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହିଛି। ରକ୍ତା ଭାବ କୁ କିଛି ମାତ୍ରା ରେ ଦୂର କରିବା ପାଇଁ ଆର୍ଟ ଅଫ ଲିଭିଙ୍ଗ, ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର.....
ତା-୧୩-୦୫-୨୦୨୫ରିଖ (ମଙ୍ଗଳ ବାର)
ସମୟ - ସଂଧ୍ୟା ୫ଟା ରୁ
ସ୍ଥାନ- ସ୍ଵୟଂ ସିଦ୍ଧା ଭବନ, ବରଗଡ଼
ଏହି ଶିବିର ରେ ବହୁ ସଂଖ୍ୟା ରେ ଯୋଗ ଦେଇ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିବାକୁ ସମସ୍ତ ଙ୍କୁ ବିନମ୍ର ଅନୁରୋଧ।