A+VE ରକ୍ତ ଦାନ କରି ଜୀବନ ବାଞ୍ଚାଇଲେ ମୋତିରାମ ମେହେର
13-May-2025, Tuesday
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ରହିଛି। ବିଶେଷ କରି A+VE ଓ AB+VE ର ବହୁତ ଅଭାବ ଅଛି।ସେଥିପାଇଁ ତାଲମେଣ୍ଡା ଗାଁ ର ମୋତିଲାଲ ମେହେର ଆଜ୍ଞା ନିଜେ ସ୍ୱଇଛା ରେ ବରଗଡ଼ ରକ୍ତ ଭଣ୍ଡାର କୁ ଯାଇ ସ୍ଵେଚ୍ଛାକୃତ ଭାବରେ A+VE ରକ୍ତ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବା ସହ ନିଷ୍ଠା ପରିବାର ର ମନୋବଳ କୁ ସୁଦୃଢ କରିଥିବାରୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ।