Loading...

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

25-February-2025, Tuesday
ପବିତ୍ର ମହା ଶିବରାତ୍ରୀ ଅବସରରେ ଗୋଟିଏ ଦିନ ଗୋଟିଏ ସମୟ ରେ ଦୁଇଟିକୁ ସ୍ଥାନ ରେ ରକ୍ତ ଦାନ ଶିବିର.... ଉଭୟ ଶିବିର ରେ ବହୁ ସଂଖ୍ୟା ରେ ଯୋଗ ଦେଇ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିବାକୁ ସମସ୍ତ ଙ୍କୁ ବିନମ୍ର ଅନୁରୋଧ ଜୟ ଶିବ ଶମ୍ଭୁ