Loading...

ନିଷ୍ଠା ପରିବାର ଦ୍ଵାରା ଆୟୋଜିତ 51DAY'S RED DROP ULTRA MARATHON (JAN 01 -2025TO FEB 20-2025) ୫୧ଦିନିଆଁ ରକ୍ତ ଦାନ ଶିବିର

27-February-2025, Thursday
ନିଷ୍ଠା ପରିବାର ଦ୍ଵାରା ଆୟୋଜିତ 51DAY'S RED DROP ULTRA MARATHON (JAN 01 -2025TO FEB 20-2025) ୫୧ଦିନିଆଁ ରକ୍ତ ଦାନ ଶିବିର ପାଇଁ #INDIA_BOOK_OF_RECORD ରେ ସ୍ଥାନ ପାଇବା ପାଇଁ ଯାଉଛି ନିଷ୍ଠା ପରିବାର।ଏ ସଫଳତା ପାଇଁ ନିଷ୍ଠା ପରିବାର ତରଫ ରୁ ସମସ୍ତ ଙ୍କୁ ହୃଦୟ ରୁ ଧନ୍ୟବାଦ।