Loading...

ଲସ୍ତଲା ଯୁବ ଗୋଷ୍ଟୀ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ରକ୍ତ ଦାନ ଶିବିରରୁ ୨୬ୟୁନିଟ୍ ରକ୍ତ ସଂଗୃହୀତ

12-April-2024, Friday
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ଗ୍ରାମ ରେ ନିଷ୍ଠା ପରିବାର ଓ ଲସ୍ତଲା ଯୁବ ଗୋଷ୍ଟୀ ର ମିଳିତ ଉଦ୍ୟମ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଲା - ଗ୍ରୀନ ଫାର୍ମ ହାଉସ ରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ପୂର୍ବତନ ସେନା କର୍ମଚାରୀ ଖିରେଶ୍ୱର ପଧାନ, ରିଲୁ ନାଏକ, ରାଜୁ ମହାକୁର ପ୍ରମୁଖ ଫିତା କାଟି ଶୁଭାରମ୍ଭ କରିଥିଲେ।