Loading...

ବିବାହ ବାର୍ଷିକୀରେ ରକ୍ତ ଦାନ ଶିବିର ୩୧ୟୁନିଟ୍ ରକ୍ତ ସଂଗୃହୀତ

17-April-2024, Wednesday
ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ନିଷ୍ଠା ପରିବାର ଉପଦେଷ୍ଟା କ୍ଷିରୋଦ୍ର ସାହୁ ତାଙ୍କ ବିବାହ ବାର୍ଷିକୀ ପାଳନ ଅବସରରେ ନୂଆଁଗଡ଼ ରେ ଥିବା ତାଙ୍କ ପ୍ଲାଣ୍ଟ ଠାରେ ନିଷ୍ଠା ପରିବାର ର ସହଯୋଗ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ।ଏହି ଶିବିର କୁ କ୍ଷିରୋଦ୍ର ସାହୁ ଓ ତାଙ୍କ ଧର୍ମ ପତ୍ନୀ ବିଜୟା ସାହୁ ଫିତା କାଟି ଶୁଭାରମ୍ଭ କରିଥିଲେ।