Loading...

ଅସହାୟ ସ୍ବାଗତ କୁ ସହଯୋଗ କଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ

30-April-2024, Tuesday
ବରଗଡ ଜିଲ୍ଲା ବିଜେପୁର ଠାରେ ରୁହନ୍ତି ସ୍ବାଗତ ପ୍ରଧାନ ବୟସ ୨୩ବର୍ଷ ଜନ୍ମ ରୁ ସେ ଚଲାବୁଲା କରି ପାରନ୍ତିନାହିଁ। ଏ ନେଇ ସମ୍ୱଲପୁର ର ଟିମ୍ ପରିଚୟ ଓ ନିଷ୍ଠା ପରିବାର କୁ ଜଣାଇବା ପରେ ତୁରଂତ ନିଷ୍ଠା ପରିବାର ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ମିଶନ ଅଫ ଚାରିଟି କୁ ନେଇ ତାଙ୍କୁ ଥଇଥାନ କରାଗଲା। ସାଙ୍ଗ ରେ ନିଷ୍ଠା ପରିବାର ର ସଦସ୍ୟ ଗ୍ରାମବାସୀ ଓ ପରିଚୟ ର ବିପିନ ବିହାରୀ ପଣ୍ଡା ପ୍ରମୁଖ ଭୁବନେଶ୍ୱର ଯାଇ ତାଙ୍କୁ ଥଇଥାନ କରିବା ରେ ସହଯୋଗ କରିଥିଲେ।