Loading...

ପପଙ୍ଗା ପାହାଡ ମହୋତ୍ସବ-୨୦୨୪ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର

25-April-2024, Thursday
ପପଙ୍ଗା ପାହାଡ ମହୋତ୍ସବ-୨୦୨୪ ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାରକୁ ଉପଢୌକନ ଓ ସ୍ମୃତି ଫଳକ ଦେଇ ମୁଖ୍ୟ ଅତିଥି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ସମ୍ବର୍ଦ୍ଧିତ କରିଥିଲେ।