Loading...

ଶ୍ରୀ ଶ୍ୟାମ ସେବା ସମିତି ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ରକ୍ତ ଦାନ ଶିବିର, #୩୩ୟୁନିଟ୍ ରକ୍ତ ସଂଗୃହୀତ

26-May-2024, Sunday
ଏହି ଶିବିର କୁ ସୁଦୂର କଲିକତା ରୁ ଆସିଥିବା ସଞ୍ଜୟ ସିକ୍ସାରିଆ, ଅଜୟ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଶ୍ରୀ ଶ୍ୟାମ ସେବା ସମିତି, ବରଗଡ଼ ର ସଭାପତି ମୁକେଶ ଅଗ୍ରୱାଲ, ସମ୍ପାଦକ ଘାସିରାମ ରେଖାନି, ସଞ୍ଜୀବ ଡାଲମିଆ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ଜିତୁ ମହାପାତ୍ର, ସଚ୍ଚୀ ପଣ୍ଡା ସଭାପତି ରକ୍ଷ ପାଲ ସାହୁ ସମ୍ପାଦକ ଲୋକନାଥ ସାହୁ, ସଙ୍କେତ ଆଠଘରା, ମହିଳା ଶାଖା ମୁଖ୍ୟ ତ୍ରିପୁରା ସୁହୁଳା ପ୍ରମୁଖ ଶିବିର କୁ ସୁପରିଚାଳନା କରିଥିଲେ।