FIGHTERS GROUP (A GROUP OF CANCER SURVIVORS,BARGARH) ତରଫ ରୁ ବିଜୁ ପଟ୍ଟନାୟକ ଟାଉନ ହଲ,ବରଗଡ଼ ଠାରେ ସମାଜ ସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ "COMMUNITY SERVICE AWARD"ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ତା ୦୭/୦୫/୨୦୨୨ରିଖ ରୁ ନିଷ୍ଠା ଭବନ, ଆନ୍ଧ୍ର କେମ୍ଫ ଖଣ୍ଡହଥା ଠାରେ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ର ART OF LIVING FAMILY ବରଗଡ଼ ତରଫ ରୁ HIMANSHU PANDA ଦାଦା ଓ MADHU LATH ଦିଦି ଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ HAPPINESS COURSE ଆଜି ଚତୁର୍ଥ ଦିନରେ ସମାପ୍ତ ହେଲା।
ତା.୨୧.୦୪.୨୦୨୨ (ଗୁରୁବାର) ନିଷ୍ଠା ପରିବାର ଓ ପଥର୍ଲା ଗ୍ରାମବାସୀ ଙ୍କର ମିଳିତ ଆୟୋଜନରେ ତଥା ଶ୍ରୀ ଶ୍ରୀ ମହାଦେବ ବାବା,ମା ସମଲେଶ୍ବରୀ,ମହାବୀର ହନୁମାନ୍ ଓ ଗ୍ରାମ ଦେବାଦେବୀ ଙ୍କର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପଥର୍ଲା ,ବରଗଡ ଠାରେ ଆୟୋଜନ କରାଯାଇଥିଲା। ଏହି ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ମୋଟ #୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ତା.୨୦.୦୪.୨୦୨୨ (ବୁଧବାର) ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁ ଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର। ଏହି ଶିବିର ରେ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ #୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
"ଭୀମ ଉତ୍ସବ" ପାଳନ ଅବସର ରେ ଡ.ଆମ୍ବେଦକର ଯୁବା ସଂଘ ,ବରଗଡ ଜିଲ୍ଲା ଦ୍ବାରା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର କୁ ରକ୍ତଦାନ,ନିରନ୍ତର ସାମାଜିକ କାର୍ଯ୍ୟ ତଥା ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୁଲିପାଲି ଛକ, ବରଗଡ ଠାରେ #ଭୀମ_ସମ୍ମାନ_୨୦୨୨ ରେ ସମ୍ମାନିତ କରିଥିଲେ ।
ତା.୧୧.୦୪.୨୦୨୨ (ସୋମବାର) ନିଷ୍ଠା ପରିବାର ଓ ଗୁଦ୍ରାଟିକ୍ରା ନାମଯଜ୍ଞ କମିଟି ର ମିଳିତ ଆୟୋଜନରେ ତଥା ନାମଯଜ୍ଞ ପୂର୍ଣାହୂତି ଅବସର ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗୁଦ୍ରାଟିକରା ଗାଇସୀମା ଓ ଧାଙ୍ଗେର ଝାର ବହାଲି ଟିକ୍ରା ବରଗଡ ଠାରେ ଆୟୋଜନ କରାଯାଇଥିଲା। ହି ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ମୋଟ #୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ନିଷ୍ଠା ପରିବାର ଓ ବାଳ ଗୋପାଳ ଫୁଡ ପ୍ରଡକ୍ଟ ର ମିଳିତ ଆୟୋଜନରେ ତଥା ଗିରିଧର ଅଗ୍ରୱାଲ ଙ୍କ ଝିଅ ର ଜନ୍ମଦିନ ପାଳନ ଅବସର ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବାଳଗୋପାଳ ଫୁଡ ପ୍ରଡକ୍ଟ ,ୟୁନିଟ -୨ ,ଚକରକେନ୍ଦ,ବରଗଡ ଠାରେ ଆୟୋଜନ କରାଯାଇଥିଲା।
ଶ୍ରୀ ଶ୍ରୀ ଦୁର୍ଗା ଦେବୀ ଓ ଦଶମତୀ ଦେବୀ ଙ୍କ ମନ୍ଦିର ର ଶୁଭ ପ୍ରତିଷ୍ଠା ଅବସର ରେ ନିଷ୍ଠା ପରିବାର ଓ ଦୁର୍ଗା ଓ ଦଶମତୀ ମନ୍ଦିର ପରିଚାଳନା କମିଟି,କଟାପାଳି,ବରଗଡ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇ ଓ ଓଡିଶା ସମାଜ ସେବୀ ମହାସଂଘ ର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ଦାଶ ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ #୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ବରଗଡ଼ ସୟାଁ, ଗୁଡେଶିରା ଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାର ର ମଳିତ ଉଦ୍ୟମ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ସର୍ବମୋଟ୍ #୪୧ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା।
ବରଗଡ଼ ସୟାଁ, ଗୁଡେଶିରା ଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାର ର ମଳିତ ଉଦ୍ୟମ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରୁ #୪୪ୟୁନିଟ୍ ରକ୍ତ ସଂଗୃହୀତ
ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରୁ #୪୪ୟୁନିଟ୍ ରକ୍ତ ସଂଗୃହୀତ
ରାମଚଣ୍ଡୀ କଲ୍ୟାଣ ମଣ୍ଡପ, ଲାଦରପାଲି, ଅତାବିରା ଠାରେ RAJ MEDIA ର ନୂଆଁଖାଇ ଭେଟଘାଟ ଉତ୍ସବ ରେ ସମାଜସେବା ପାଇଁ ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଶ୍ଵକର୍ମା ପୂଜା ଅବସରରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର। ଏହି ଶିବିର ରେ ମୋଟ #୪୩ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା।

ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମହାନ ଗଣପର୍ବ " ନୂଆଁଖାଇ " ଅବସରରେ 'ପରବାସି କୁଟୁମ୍" ବିଜେପୁର ଦ୍ବାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ର ଅଗ୍ରଣୀ ସମାଜ ସେବୀ ସଂଗଠନ "ନିଷ୍ଠା ପରିବାର " କୁ ରକ୍ତଦାନ , ରୋଗୀ ସେବା, ଅସହାୟ ବ୍ୟକ୍ତି ବିଶେଷଂକ ସେବା, କୋଭିଡ ରୋଗୀଂକର ଶବ ସତ୍କାର , ଅସହାୟଂକ ଥଇଥାନ ଆଦି ସେବା ପାଇଁ " ପରବାସି ସମାଜସେବା ସମ୍ମାନ - ୨୦୨୧ " ରେ ସମ୍ମାନିତ କରାଯାଇଅଛି।
ନୂଆଁଖାଇ ଦିନ ରେ ନୂଆଁଖାଇ ଭେଟଘାଟ ଅବସରରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
ନୂଆଁଖାଇ ଦିନ ରେ ନୂଆଁଖାଇ ଭେଟଘାଟ ଅବସରରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
ନୂଆଁଖାଇ ଦିନ ରେ ନୂଆଁଖାଇ ଭେଟଘାଟ ଅବସରରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର। ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର AIIMS ର ଅସ୍ଥିଶଲ୍ୟ ଡାକ୍ତର ସୁଜିତ ତ୍ରିପାଠୀ ଓ ବରଗଡ଼ DSP ଶ୍ରୀ ଦୀପକ କୁମାର ଗୋଛାୟତ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ।

ବ୍ୟାଙ୍କ ଅଫ ଇଣ୍ଡିଆ ର ୧୧୬ତମ ପ୍ରତିଷ୍ଠା ଦିବସ ଓ ବରଗଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ର ୧୧ତମ ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କ ଅଫ ଇଣ୍ଡିଆ ଓ ନିଷ୍ଠା ପରିବାର ମିଳିତ ଉଦ୍ୟମ ରେ ବରଗଡ଼ ଶାଖା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ପବିତ୍ର ଗୁରୁ ଦିବସ ଅବସରରେ ଜ୍ଞାନ ଡିଫେନ୍ସ କୋଚିଂ ସେଣ୍ଟର ଓ ନିଷ୍ଠା ପରିବାର ର ମିଳିତ ଆନକୂଲ୍ୟରେ ଭେଡେନ, ବରଗଡ଼ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଅମୃତ କୁଟୁମ, ଭେଡେନ ତରଫ ରୁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ
ବରଗଡ଼ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାର ର ମିଳିତ ଉଦ୍ୟମ ରେ ଆଜି ବରଗଡ଼ ର ଆଶା କିରଣ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।
କୋଶଳ ପ୍ରବାହ ଲାଇଭ, ବଲାଙ୍ଗୀର ର ପ୍ରଥମ ବାର୍ଷିକୋତ୍ସବ ରେ ବଲାଙ୍ଗୀର ମାଟି ରେ ବରଗଡ଼ ର ନିଷ୍ଠା ପରିବାର ସମ୍ବର୍ଦ୍ଧିତ
ନିଷ୍ଠା ପରିବାର ତରଫ ରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନିଷ୍ଠା ପରିବାର ମହିଳା ଶାଖା, ଆକାର ଫାଉଣ୍ଡେସନ (CARUNA,CPLO)ର ମିଳିତ ଉଦ୍ୟମରେ ଖଣ୍ଡହଥା, ଅଡଗାଁ, ସହଁରାପାଲି, ବରମକେଲା,ନୂଆଁଗଡ, ବିଶ୍ବାଳ ଟିକ୍ରା କୁ ଯାଇ ଶୁଖା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ନିଷ୍ଠା ପରିବାର ମହିଳା ଶାଖା, ଆକାର ଫାଉଣ୍ଡେସନ (CARUNA,CPLO)ର ମିଳିତ ଉଦ୍ୟମ ରେ ରାସନ ସାମଗ୍ରୀ ବଣ୍ଟନ
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଶ୍ରୀମାନ ଦେବେଶ ଆଚାର୍ଯ୍ଯ, ବିଧାୟକ ତଥା ଜିଳ୍ଲାଯୋଜନା ବୋର୍ଡ ର ଅଧ୍ୟକ୍ଷ, ବରଗଡ, ସମ୍ମାନୀତ ଅତିଥି ଭାବରେ ଶ୍ରୀମାନ ଡଃ ପ୍ରଭାସ ସିଂହ ପୁର୍ବତନ ସାଂସଦ, ଶ୍ରୀମାନ ଉମେଶ ଚନ୍ଦ୍ର ପଣ୍ଡା ଯୁବ ସଂଗଠକ, ଓ ଶ୍ରୀମାନ ଡାକ୍ତର ଅଜିତ ଦର୍ଜି ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ନିଷ୍ଠା ପରିବାରର ୧୨ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ଅବସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ନିଷ୍ଠା ପରିବାରର ୧୨ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ଅବସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ନିଷ୍ଠା ପରିବାରର ୧୨ତମ ପ୍ରତିଷ୍ଠା ଦିବସ ପାଳନ
Previous
Next